Advertisment

ରାତି ଅଧିଆ ବଢ଼ିଲା ପାର୍କିଂ ଫି

ଭୁବନେଶ୍ବର ରେଳ ଷ୍ଟେଶନରେ ରାତି ଅଧିଆ ବଢ଼ିଲା ପାର୍କିଂ ଫି।  ପୂର୍ବରୁ ବାଇକ୍ ପାର୍କିଂ ଫି ୨୪ ଘଣ୍ଟା ପାଇଁ ୧୨ ଟଙ୍କା ଥିବା ବେଳେ ଏବେ ତାହା ୯୪ ଟଙ୍କାରେ ପହଞ୍ଚିଛି। ସେହିପରି ସାଇକେଲ ପାର୍କିଂ ଫି ଦିନକ ପାଇଁ ୫ ଟଙ୍କା ଥିବା ବେଳେ ଏବେ ତାହା ୫୫ ଟଙ୍କାରେ ପହଞ୍ଚିଛି।

author-image
Sujit kumar Swain

ଭୁବନେଶ୍ବର ରେଳ ଷ୍ଟେଶନରେ ରାତି ଅଧିଆ ବଢ଼ିଲା ପାର୍କିଂ ଫି।  ପୂର୍ବରୁ ବାଇକ୍ ପାର୍କିଂ ଫି ୨୪ ଘଣ୍ଟା ପାଇଁ ୧୨ ଟଙ୍କା ଥିବା ବେଳେ ଏବେ ତାହା ୯୪ ଟଙ୍କାରେ ପହଞ୍ଚିଛି। ସେହିପରି ସାଇକେଲ ପାର୍କିଂ ଫି ଦିନକ ପାଇଁ ୫ ଟଙ୍କା ଥିବା ବେଳେ ଏବେ ତାହା ୫୫ ଟଙ୍କାରେ ପହଞ୍ଚିଛି। 

Advertisment
Railway Stations
Advertisment
Advertisment