Advertisment

ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ

ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ। ରାଜ୍ୟର ୨୦ ଜିଲ୍ଲାର ୪୩ ସରପଞ୍ଚ ପାଇଁ ଭୋଟ୍ ହେବ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ୍। ତେବେ ଜାଣି ରଖନ୍ତୁ କେଉଁ ଜିଲ୍ଲାର କେଉଁଠି ହେବ ନିର୍ବାଚନ?

author-image
Sujit kumar Swain

ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ। ରାଜ୍ୟର ୨୦ ଜିଲ୍ଲାର ୪୩ ସରପଞ୍ଚ ପାଇଁ ଭୋଟ୍ ହେବ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ୍। ତେବେ ଜାଣି ରଖନ୍ତୁ କେଉଁ ଜିଲ୍ଲାର କେଉଁଠି ହେବ ନିର୍ବାଚନ?

Advertisment
Panchayat Election
Advertisment
Advertisment