Advertisment

ରାସନ କାର୍ଡ ପାଇଁ ଲମ୍ବା ଲାଇନ୍

ରାସନ୍_କାର୍ଡ_ପାଇଁ_ରାତି_ଅଧରୁ_ଲମ୍ବା_ଲାଇନ୍ ରାସନ୍ କାର୍ଡରେ ନାଁ ଯୋଡ଼ିବାକୁ ଭଦ୍ରକ୍ ବ୍ଲକ୍ କାର୍ଯ୍ୟାଳୟରେ ନାହିଁ ନଥିବା ଭିଡ଼। ଆବେଦନକାରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ୍ ଲାଗି ଗତ କିଛି ଦିନ ହେବ ଏଠାରେ ଦୈନିକ ରାତି ଅଧରୁ ଲାଗୁଛି ଲୋକଙ୍କ ଲମ୍ବା ଲାଇନ୍। ବ୍ଲକ୍ ପ୍ରଶାସନ ଏଠି ଦୈନିକ ୧୨୦ଟି ଟୋକନର ବ୍ୟବସ୍ଥା କରିଥିବା ବେଳେ, ତା\'ଠୁ ବହୁ ଅଧିକ ସଂଖ୍ୟାରେ ଆବେଦନକାରୀ ପହଞ୍ଚି ଯାଉଥିବାରୁ ସୃଷ୍ଟି ହୋଇଛି ଅଣାୟତ୍ତ ପରିସ୍ଥିତି। ବିଶେଷକରି ରାତି ୨ଟା ୩ଟାରୁ ସକାଳ ୧୦ଟା ଯାଏଁ ଘଣ୍ଟା ଘଣ୍ଟା ଧରି ଗର୍ଭବତୀ, ଦିବ୍ୟାଙ୍ଗ ଓ ବୟସ୍କମାନେ ଧାଡ଼ିରେ ଅପେକ୍ଷା କରୁଥିବାରୁ ଏହାକୁ ନେଇ ତେଜିଛି ଅସନ୍ତୋଷ।

author-image
Saroj Kumar Jena
ଅଦ୍ୟତନ ହୋଇଛି

ରାସନ୍_କାର୍ଡ_ପାଇଁ_ରାତି_ଅଧରୁ_ଲମ୍ବା_ଲାଇନ୍
ରାସନ୍ କାର୍ଡରେ ନାଁ ଯୋଡ଼ିବାକୁ ଭଦ୍ରକ୍ ବ୍ଲକ୍ କାର୍ଯ୍ୟାଳୟରେ ନାହିଁ ନଥିବା ଭିଡ଼। ଆବେଦନକାରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ୍ ଲାଗି ଗତ କିଛି ଦିନ ହେବ ଏଠାରେ ଦୈନିକ ରାତି ଅଧରୁ ଲାଗୁଛି ଲୋକଙ୍କ ଲମ୍ବା ଲାଇନ୍। ବ୍ଲକ୍ ପ୍ରଶାସନ ଏଠି ଦୈନିକ ୧୨୦ଟି ଟୋକନର ବ୍ୟବସ୍ଥା କରିଥିବା ବେଳେ, ତା ଠୁ ବହୁ ଅଧିକ ସଂଖ୍ୟାରେ ଆବେଦନକାରୀ ପହଞ୍ଚି ଯାଉଥିବାରୁ ସୃଷ୍ଟି ହୋଇଛି ଅଣାୟତ୍ତ ପରିସ୍ଥିତି। ବିଶେଷକରି ରାତି ୨ଟା ୩ଟାରୁ ସକାଳ ୧୦ଟା ଯାଏଁ ଘଣ୍ଟା ଘଣ୍ଟା ଧରି ଗର୍ଭବତୀ, ଦିବ୍ୟାଙ୍ଗ ଓ ବୟସ୍କମାନେ ଧାଡ଼ିରେ ଅପେକ୍ଷା କରୁଥିବାରୁ ଏହାକୁ ନେଇ ତେଜିଛି ଅସନ୍ତୋଷ।

Advertisment
Ration Card
Advertisment
Advertisment