Advertisment

୬ମାସ ହେଲାଣି ଦରମା ମିଳିନାହିଁ

ଧାରଣାରେ ବସି ଆନ୍ଦୋଳନ କରୁଛନ୍ତି ବନ ବିଭାଗର ଅସ୍ଥାୟୀ କର୍ମଚାରୀ। ୭ ଦଫା ଦାବି ନେଇ ଆନ୍ଦୋଳନ କରୁଛି ସଂଘ। ଆଉଟସୋରସିଂରେ ପାଖାପାଖି ୭୦୦୦ କର୍ମଚାରୀ ବିଭାଗ ଅଧୀନରେ କାମ କରୁଛନ୍ତି। ହେଲେ ତାଙ୍କ କହିବା କଥା ୬ମାସ ହେଲାଣି ତାଙ୍କୁ ଦରମା ମିଳିନାହିଁ।

author-image
Manasranjan Mohanty