Advertisment

କିଟ୍ ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେଡି ନେତା ଅରୁଣ ସାହୁ

କିଟ୍ ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେଡି ନେତା ଅରୁଣ ସାହୁ। କହିଲେ, ନିର୍ବାଚନ ସରିବାର ୫ ଦିନ ପରେ ସନ୍ୟାସୀ ନେଇ ଯାଇଥିଲେ ଅଚ୍ୟୁତ ସାମନ୍ତ । ସେ ଏବେ ବିଜେଡିରେ ନାହାନ୍ତି।  ଏ ପ୍ରସଙ୍ଗରେ ସିଆଡ଼େ ପ୍ରଶ୍ନ ପଚାର ବୋଲି କହିଛନ୍ତି ଅରୁଣ ସାହୁ ।

author-image
Sujit kumar Swain

BJD Leaders
Advertisment
Advertisment