Advertisment

କହି କହି ଥକିଗଲେ.. ସହି ସହି ଏବେ ଶକ୍ତ ହୋଇଗଲେ

OSSSC ପରିଚାଳିତ RI, ARI, ଅମିନ, SFS, ICDS ସୁପରଭାଇଜର ପରୀକ୍ଷାରେ କ୍ରମାଗତ ବିଭ୍ରାଟକୁ ନେଇ ରାଜ୍ୟବ୍ୟାପି ଅସନ୍ତୋଷ ଝାଡ଼ିଛନ୍ତି।

author-image
Satyendu Shekher Mishra

କହି କହି ଥକିଗଲେ.. ସହି ସହି ଏବେ ଶକ୍ତ ହୋଇଗଲେ.. ଶେଷରେ ଏବେ ଲଢ଼େଇ ମୁଦ୍ରାରେ ହଜାର ହଜାର ସରକାରୀ ଚାକିରି ଆଶାୟୀ। ଆମେ କହୁଛୁ ସେହି ପରୀକ୍ଷାର୍ଥୀଙ୍କ କଥା, ଯେଉଁମାନେ ଆଜିକୁ ଦୀର୍ଘ ଦିନ ହେଲା OSSSC ପରିଚାଳିତ RI, ARI, ଅମିନ, SFS, ICDS ସୁପରଭାଇଜର ପରୀକ୍ଷାରେ କ୍ରମାଗତ ବିଭ୍ରାଟକୁ ନେଇ ରାଜ୍ୟବ୍ୟାପି ଅସନ୍ତୋଷ ଝାଡ଼ିଛନ୍ତି।

Advertisment
Advertisment
Advertisment