Mission Shakti
ମିଶନ ଶକ୍ତି ବିଜ୍ଞପ୍ତି ଉପରେ ଲାଗିଲା ଅଙ୍କୁଶ । ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍ । ରହିତାଦେଶ ଜାରି କଲେ ଉଚ୍ଚ ନ୍ୟାୟାଳୟ । ମିଶନ ଶକ୍ତି ପୁର୍ନଗଠନ ନେଇ ନୂଆ ସରକାର ବିଜ୍ଞପ୍ତି ଜାରି କରିଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏବେ ସେହି ମାମଲାରେ ପକ୍ଷ ରଖିବାକୁ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିବା ସହ ରହିତାଦେଶ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ । ସେପଟେ ଏହି ଘଟଣାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିକ୍ରିୟା ରଖି କହିଛନ୍ତି, ନେତୃତ୍ୱ ପରିବର୍ତ୍ତନ ହେଲେ ମହିଳାମାନଙ୍କ ବିକାଶ ହେବ । ତେଣୁ ମିଶନ ଶକ୍ତିର ପୁର୍ନଗଠନ ନିଶ୍ଚିତ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)