Opposition Criticizes Odisha\'s SEBC Quota for Excluding Medical and Engineering Courses
ଉଚ୍ଚଶିକ୍ଷାରେ SEBCଙ୍କ ପାଇଁ ୧୧.୨୫% ସଂରକ୍ଷଣକୁ ନେଇ ରାଜନୀତି
ଶିକ୍ଷା କ୍ଷେତ୍ରରେ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗଙ୍କ ଲାଗି ରାଜ୍ୟ ସରକାରଙ୍କ ସଂରକ୍ଷଣ ନିଷ୍ପତ୍ତି ପରେ ତେଜିଲା ରାଜନୀତି । ଉଚ୍ଚ, ଉଚ୍ଚ ମାଧ୍ୟମିକ ଓ କିଛି ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ SEBCଙ୍କ ଲାଗି ୧୧.୨୫ ପ୍ରତିଶତ ସିଟ୍ ସଂରକ୍ଷଣ ନିଷ୍ପତ୍ତିକୁ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି । ଓଡ଼ିଶାରେ ପ୍ରଥମ କରି SEBCଙ୍କୁ ଏ ସୁବିଧା ମିଳିବାକୁ ଯାଉଥିବାରୁ ଏହାକୁ ଐତିହାସିକ ବୋଲି କହିଛନ୍ତି ରାଜ୍ୟ ସରକାର। ଅନ୍ୟପଟେ SEBCଙ୍କୁ ସାଧାରଣ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଯୋଗାଇ ଇଂଜିନିୟରିଂ, ମେଡିକାଲ ଭଳି ବୈଷୟିକ ଶିକ୍ଷା କ୍ଷେତ୍ର ଲାଗି କୌଣସି ନିଷ୍ପତ୍ତି ନେଇନଥିବାରୁ ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)