Advertisment

ଏଇ ବର୍ଷ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା: ସ୍ୱାସ୍ଥ୍ୟମନ୍ତ୍ରୀ

ରାୟଗଡ଼ା ସହରର ଅମୂଲ୍ୟ ବ୍ଲଡ ପ୍ରେସର ଓ ଅନ୍ୟ କିଛି ରୋଗ ପାଇଁ ମାସକୁ ୨ହଜାରରୁ ଅଧିକ ଟଙ୍କାର ମେଡିସିନ୍ କିଣି ଖାଉଛନ୍ତି, ହେଲେ ଆଗକୁ ଆଉ କିଣିବା ସ୍ଥିତିରେ ନାହାନ୍ତି ।

author-image
Satyendu Shekher Mishra

ବୟସର ଅପରାହ୍ନରେ ପାଦ ଥାପିଥିବା ଦୁଇ ବରିଷ୍ଠ ନାଗରିକ ଅମୂଲ୍ୟ ପାଢ଼ୀ ଓ କୃଷ୍ଣ ପାଢ଼ୀ । ଆଉ ଦିନ କେଇଟା ପରେ ଉଭୟଙ୍କୁ ୮୦ ବର୍ଷ ଛୁଇଁଯିବ । ଅଧିକାଂଶ ସମୟରେ ଶରୀର ସୁସ୍ଥ ରହୁନି, ଚିକିତ୍ସା ପାଇଁ ଅର୍ଥ ଘୋର ବାଧକ ସାଜୁଛି । ରାୟଗଡ଼ା ସହରର ଅମୂଲ୍ୟ ବ୍ଲଡ ପ୍ରେସର ଓ ଅନ୍ୟ କିଛି ରୋଗ ପାଇଁ ମାସକୁ ୨ହଜାରରୁ ଅଧିକ ଟଙ୍କାର ମେଡିସିନ୍ କିଣି ଖାଉଛନ୍ତି, ହେଲେ ଆଗକୁ ଆଉ କିଣିବା ସ୍ଥିତିରେ ନାହାନ୍ତି ।

Advertisment
Advertisment
Advertisment