Advertisment

ସାବଧାନ ! ସର୍ବସ୍ୱାନ୍ତ କରୁଛି ବେଟିଂ ଆପ୍

ରାତାରାତି କୋଟିପତି ବନିବାର ନିଶା ଘାରିଛି ଯୁବପିଢ଼ିଙ୍କୁ । ଚବିଶି ଘଣ୍ଟା ମାତିଛନ୍ତି ଅନଲାଇନ୍ ଜୁଆରେ। କିଛିଦିନ ତଳେ ଆପରେ IPL ମ୍ୟାଚ୍ ପାଇଁ ଟିମ୍ ଗଠନ କରି କେନ୍ଦୁଝରର ଜଣେ ଯୁବକ କୋଟିପତି ବନି ଥିବାବେଳେ ସମସ୍ତଙ୍କ ଭାଗ୍ୟ କିନ୍ତୁ ସମାନ ନୁହେଁ ।

author-image
Namita Biswal
ଅଦ୍ୟତନ ହୋଇଛି

ରାତାରାତି କୋଟିପତି ବନିବାର ନିଶା ଘାରିଛି ଯୁବପିଢ଼ିଙ୍କୁ । ଚବିଶି ଘଣ୍ଟା ମାତିଛନ୍ତି ଅନଲାଇନ୍ ଜୁଆରେ। କିଛିଦିନ ତଳେ ଆପରେ IPL ମ୍ୟାଚ୍ ପାଇଁ ଟିମ୍ ଗଠନ କରି କେନ୍ଦୁଝରର ଜଣେ ଯୁବକ କୋଟିପତି ବନି ଥିବାବେଳେ ସମସ୍ତଙ୍କ ଭାଗ୍ୟ କିନ୍ତୁ ସମାନ ନୁହେଁ। ବିଭିନ୍ନ ସୂତ୍ରରୁ ଯୋଗାଡ଼ କରିଥିବା ଅର୍ଥକୁ ଗ୍ୟାମ୍ବଲିଂ ଓ ବେଟିଂ ଆପରେ ବିନିଯୋଗ କରି ସର୍ବସ୍ବାନ୍ତ ହୋଇଛନ୍ତି ବହୁ ଯୁବକ । ବରବାଦ ହୋଇଛନ୍ତି ଅନେକ। ତେବେ କାହିଁକି, ଦେଖନ୍ତୁ ଏହି ରିପୋର୍ଟ...

Advertisment
Odisha News Betting IPL Betting
Advertisment
Advertisment