Advertisment

ଖୁବଶୀଘ୍ର ଖୋଲିବ ଓଡ଼ିଶାର ପ୍ରଥମ ଟ୍ବିନ୍ ଟନେଲ୍

ଖୁବଶୀଘ୍ର ଖୋଲିବ ଓଡ଼ିଶାର ପ୍ରଥମ ଟ୍ବିନ୍ ଟନେଲ୍। କୋରାପୁଟ ସୁଙ୍କି ଘାଟିରେ ଟ୍ବିନ୍ ଟନେଲ୍ ନିର୍ମାଣ। ଆନ୍ଧ୍ର, ଛତିଶଗଡ଼ ସହ ଓଡ଼ିଶାକୁ ଯୋଡ଼ିବ ସୁଙ୍କି ଘାଟି। ସମୁଦ୍ର ପତ୍ତନରୁ ୩ ହଜାର ଫୁଟ୍ ଉପରେ ରାଜ୍ୟର ଉଚ୍ଚତମ ସୁଡ଼ଙ୍ଗ। ୭ ଘଣ୍ଟାକୁ ଖସି ଆସିବ ୧୩ ଘଣ୍ଟାର ଯାତ୍ରା।

author-image
Chinmayee Sahoo

Odisha
Advertisment
Advertisment