COVID-19
ପୁଣିଥରେ ଫେରିଲାଣି କରୋନା ଭାଇରସ୍ । ଏସିଆର କିଛି ଦେଶରେ କୋଭିଡ୍-୧୯ ର ନୂତନ ଲହର ଦେଖାଯାଉଥିବା ରିପୋର୍ଟ ଆସୁଛି । ହଂକଂ ଓ ସିଙ୍ଗାପୁରରେ ବଢିବାରେ ଲାଗିଛି ସଂକ୍ରମଣ। ଆକ୍ରାନ୍ତଙ୍କ ନମୂନା ପରୀକ୍ଷା କରାଯାଇଥିବା ବେଳେ ଅଧିକାଂଶ ପଜିଟିଭ୍ ବାହାରିଛି । ଯାହା ଗତବର୍ଷ ତୁଳନାରେ ଢେର୍ ଅଧିକ। ଗୁରୁତର ରୋଗୀ ଓ ମୃତକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଥିବାର ସୂଚନା ମିଳିଛି । ତେବେ ଓଡ଼ିଶାରେ କୋଭିଡ଼ ଲହରକୁ ନେଇ ସତର୍କତା ଜାରି ରଖିଛି ସ୍ୱାସ୍ଥ୍ୟ ବିଭାଗ। ଓଡ଼ିଶାରେ ଏପର୍ଯ୍ୟନ୍ତ କୌଣସି ନୂତନ କେସ୍ ରିପୋର୍ଟ ହୋଇନାହିଁ । ରାଜ୍ୟରେ ନିୟମିତ ଭାବେ ପରୀକ୍ଷା ଚାଲିଛି ଏବଂ ସ୍ଥିତି ନିୟନ୍ତ୍ରଣରେ ଅଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)