Bangladeshi Immigrants
ବାଂଲାଦେଶ ଉପରେ ଭାରତ ସରକାର ଖପ୍ପା । ଓଡ଼ିଶାରୁ ବି ବିଦା ହେବେ ବାଂଲାଦେଶୀ ନାଗରିକ । ସରକାର ସଜାଗ, ପ୍ରଶାସନ ତତ୍ପର । ବାଙ୍ଗଲାଦେଶୀଙ୍କୁ ଚିହ୍ନଟ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ରାଜ୍ୟର ବିଭିନ୍ନ ଜିଲ୍ଳାରେ ବାଂଲାଦେଶ ନାଗରିକ ରହିଥିବା ନେଇ ସୂଚନା ରହିଛି । ଆଉ ଏଥିପାଇଁ ନୂଆ ସରକାର ମଧ୍ୟ ବ୍ଲୁ-ପ୍ରିଣ୍ଟ ଆରମ୍ଭ କଲେଣି । ଏହି ପ୍ରସଙ୍ଗକୁ ନେଇ ଖୋଦ୍ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବାଙ୍ଗଲାଦେଶୀ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ ଏଜେନ୍ସିରେ ରହି ବାଙ୍ଗଲାଦେଶୀମାନେ କାମ କରୁଛନ୍ତି । କୌଣସି ଅଣ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)