New Ration Cards
ରାସନ କାର୍ଡକୁ ନେଇ ବଡ଼ ଖବର । ଆସନ୍ତା ଗୁରୁବାର ମିଳିବ ନୂଆ ରାସନ କାର୍ଡ । ନୂଆ ହିତାଧିକାରୀଙ୍କୁ ନୂଆ ସରକାର ଦେବେ ନୂଆ ରାସନ କାର୍ଡ । ଗରିବ ହେବ ଖୁସି, ସରକାର ବୁଝିବେ ଦୁଃଖୀ ପେଟର କଥା । ଏପ୍ରିଲ ୨୪ ତାରିଖରେ ନୂଆ ରାସନ କାର୍ଡ ବଣ୍ଟନ କରିବେ ରାଜ୍ୟ ସରକାର । ପଞ୍ଚାୟତିରାଜ ଦିବସରେ ପୁରୀରୁ ନୂଆ କାର୍ଡ ବାଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପର୍ଯ୍ୟାୟକ୍ରମେ ୫ ଲକ୍ଷ ୯୦ ହଜାର ନୂଆ କାର୍ଡ ସରକାର ବଣ୍ଟନ କରିବେ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)