Advertisment

ଏଥର ପ୍ରେମରେ ଆଉ ଆସିବନି ବାଧା

ଏଥର ପ୍ରେମରେ ଆଉ ଆସିବନି ବାଧା । ଲଭର୍ସ ପଏଣ୍ଟରେ ପ୍ରେମ କରିବେ ଯୁବକଯୁବତୀ। ଆଉ ତାହାକୁ ସୁରକ୍ଷା ଦେବେ ସରକାର। । ରାଜ୍ୟରେ ଥିବା ସବୁ ଲଭର୍ସ ପଏଣ୍ଟକୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।

author-image
Sujit kumar Swain

Odisha Govt
Advertisment
Advertisment