Advertisment

ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଲୋକଙ୍କ ଜମି କିଣିବେ ରାଜ୍ୟ ସରକାର

ଚାପ ପକାଇ ଅନୁସୂଚିତ ଜନଜାତି ଏବଂ ଜାତି ଲୋକଙ୍କ ଜମି ହଡ଼ପ କରିପାରିବେନି ପ୍ରତିପତ୍ତି ବା ଧନୀଶ୍ରେଣୀର ଲୋକ। ଏଣିକି ସରକାର କିଣିବେ ଆଦିବାସୀଙ୍କ ଜମି । ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଲୋକଙ୍କ ଜମି କିଣିବେ ରାଜ୍ୟ ସରକାର ।

author-image
Santosh Kumar Sahoo

 ଚାପ ପକାଇ ଅନୁସୂଚିତ ଜନଜାତି ଏବଂ ଜାତି ଲୋକଙ୍କ ଜମି ହଡ଼ପ କରିପାରିବେନି ପ୍ରତିପତ୍ତି ବା ଧନୀଶ୍ରେଣୀର ଲୋକ। ଏଣିକି ସରକାର କିଣିବେ ଆଦିବାସୀଙ୍କ ଜମି । ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଲୋକଙ୍କ ଜମି କିଣିବେ ରାଜ୍ୟ ସରକାର । ଏଥିପାଇଁ ଖୁବଶୀଘ୍ର ସରକାର କର୍ପସ ଫଣ୍ଡ ଗଠନ କରିବାକୁ ଚିନ୍ତା କରୁଛନ୍ତି । ଏଥିପାଇଁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସରକାରୀ କମିଟି ଗଠନ କରାଯାଇଛି ।

Advertisment
Suresh Pujari
Advertisment
Advertisment