Advertisment

US Travel Advisory: ଓଡ଼ିଶା ନ ଯିବାକୁ ଚେତାବନୀ ଦେଲା ଆମେରିକା

ଭାରତକୁ ଭ୍ରମଣ କରିବାକୁ ଆସୁଥିବା ଆମେରିକୀୟମାନଙ୍କୁ ସତର୍କ କରାଇଛି ଆମେରିକାର ବୈଦେଶିକ ମନ୍ତ୍ରଣାଳୟ । ଭାରତ ଯାତ୍ରା କରିବା ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ଆମେରିକା କହିଛି ।

author-image
Namita Biswal
ଅଦ୍ୟତନ ହୋଇଛି

ଭାରତର ୬ଟି ରାଜ୍ୟକୁ ନଯିବାକୁ ମହିଳା ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା । ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ଭ୍ରମଣ ଚେତାବନୀ ତାଲିକାରେ ଓଡ଼ିଶା । ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ମେଘାଳୟକୁ ମହିଳାମାନେ ଏକୁଟିଆ ଯାତ୍ରା ନକରିବାକୁ ଆଡଭାଇଜରୀ ଜାରି କରିଛି ଆମେରିକା । ଏହି ରାଜ୍ୟର ରାଜଧାନୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଗଲେ ସ୍ବତନ୍ତ୍ର ଅନୁମତି ନେବାକୁ କୁହାଯାଇଛି । 

Advertisment
Advertisment
Advertisment