ବ୍ଲକ୍ ପୁନର୍ଗଠନ: ପାରାମିଟର ଦ୍ୱନ୍ଦ !
ଘରେ ଘରେ ସୁଶାସନ ପହଞ୍ଚାଇବା ପାଇଁ ମୋହନ ସରକାରଙ୍କ ବଡ଼ ଯୋଜନା । ବିଭାଜନ ହେବ ବ୍ଲକ୍, ବଢିବ ପଞ୍ଚାୟତ ସଂଖ୍ୟା । କିନ୍ତୁ ନୂଆ ବ୍ଲକ୍ ପାଇଁ ପାରାମିଟର କଣ ହେବ, ତାକୁ ନେଇ ତିଆରି ହୋଇଛି ଦ୍ୱନ୍ଦ୍ବ । ନୂଆ ଜନ ଗଣନା ହୋଇନଥିବାରୁ ସରକାର କେଉଁ ଆଧାରରେ ବ୍ଲକ ବିଭାଜନ କରିବେ। ତାକୁ ନେଇ ପ୍ରଶ୍ନ ବି କରିଛନ୍ତି ବିରୋଧୀ ଦଳ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)