pension
ପେନସନ୍ ପାଇବେ ଓଡ଼ିଶା ସରକାରଙ୍କ କର୍ମଚାରୀ । ରାଜ୍ୟ କ୍ୟାବିନେଟ୍ ମାରିଲା ମୋହର । ମୋହନ ସରକାର ଆଣିଲେ ନୂଆ ବ୍ୟବସ୍ଥା । ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଓଡ଼ିଶା ସରକାର ଏକୀକୃତ ପେନ୍ସନ୍ ଯୋଜନା ବା (ୟୁପିଏସ୍) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)