Odisha Enforces Tight Security for Rath Yatra: AI‑CCTV, Legal Warnings & New Crowd App
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Odisha Enforces Tight Security for Rath Yatra: AI‑CCTV, Legal Warnings & New Crowd App
ଅଣସେବକଙ୍କୁ_ଆଇନ_ମନ୍ତ୍ରୀଙ୍କ_କଡ଼ା_ୱାର୍ଣ୍ଣିଂ
ଶୃଙ୍ଖଳିତ ଓ ସୁରକ୍ଷିତ ଘୋଷଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ ପ୍ଲାନ୍। ଏଥର ରଥ ଉପରେ ଅଣସେବକ ଚଢ଼ିଲେ ଗିରଫ ହେବେ ବୋଲି ଚେତାଇ ଦେଇଛନ୍ତି ଆଇନମନ୍ତ୍ରୀ, ତାସହ ପହଣ୍ଡିରେ ନିୟୋଜିତ ସେବକଙ୍କର ବି ଆଗୁଆ ତାଲିକା ପ୍ରସ୍ତୁତ ହେବ। ସେପଟେ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଏଥର ପୁରୀ ସହରକୁ ଏଆଇ ଜଗିବା ସହ ଭୁବନେଶ୍ବର ଓ କୋଣାର୍କ ପଟୁ ପୁରୀ ରାସ୍ତାକୁ ସିସିଟିଭି ସର୍ଭେଲାନସରେ ରଖାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)