Crop Loss
ଉଜୁଡ଼ା ଫସଲ ଦେଖି ମନଉଣା କରିଥିବା ଚାଷୀଙ୍କ ମୁହଁରେ ହସ ଫୁଟାଇବାକୁ ତତ୍ପର ହେଲେ ମୋହନ ସରକାର। ଧାନ ଚାଷୀଠୁ ପରିବା ଚାଷୀ, ବୀମାଭୁକ୍ତ ଚାଷୀଠୁ ବୀମା କରିନଥିବା ଚାଷୀ, ୩୦ ସୁଦ୍ଧା ସବୁ ଚାଷୀଙ୍କ ଫସଲହାନୀର ଆକଳନ ପରେ ଡିବିଟି ଜରିଆରେ କ୍ଷତିପୂରଣର ଘୋଷଣା କରିଛନ୍ତି। ପଂଜିକୃତ ଚାଷୀମାନେ ସେମାନଙ୍କ କ୍ଷୟକ୍ଷତିର ସୂଚନା କୃଷି ରକ୍ଷକ ଆପ୍ କିମ୍ବା ଟୋଲ୍ ଫ୍ରି ନମ୍ବରରେ ଜଣାଇବାକୁ ଚାଷୀଙ୍କୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେଣେ ଉଜୁଡ଼ା ଫସଲକୁ ନେଇ ଆଶା ଆଶଙ୍କାରେ ଚାଷୀ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)