Advertisment

Odisha ASI Transferred: ନିଶାଙ୍କ ସହ ଫଟୋ ବୋଲି ବଦଳି ? ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଫଟୋ

ନିଶା ମହାରାଣାଙ୍କ ସହ ଫଟୋ ଉଠାଇ ବଦଳି ହେଲେ ପୋଲିସ ASI । ଏଭଳି କିଛି ଚର୍ଚ୍ଚା ହେଉଛି, କେନ୍ଦୁଝର ପାଟଣା ଥାନାରୁ । ପାଟଣା ଥାନାର ASI ସରୋଜ କୁମାର ସେଠୀଙ୍କ କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଠି ସେ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ସହ ନଜର ଆସିଛନ୍ତି ।

author-image
Manasranjan Mohanty