Advertisment

ଓଡ଼ିଶା ବାୟୁ ବି ପ୍ରଦୂଷିତ

ଏକଥା ଶୁଣି ରାଜଧାନୀବାସୀ ଛାନିଆ ହୋଇଥିବାବେଳେ ଗଭୀର ଚିନ୍ତା ପ୍ରକଟ କଲେଣି ପରିବେଶବିତ୍ ।

Advertisment

ଓଡ଼ିଶା ବାୟୁ ବି ପ୍ରଦୂଷିତ । ବିଷ ବଳୟ ଘେରକୁ ଆସିଲାଣି, ଭୁବନେଶ୍ବର ସମେତ ରାଜ୍ୟର ୬ ସହର । ସ୍ଥିତି ଯାହା, ରାଜଧାନୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ମଡ୍ ରେଟରୁ POOR କ୍ବାଲିଟି ଛୁଇଁବାକୁ ବେଶୀ ଦିନ ଲାଗିବନି । ଆଜି ରାଜଧାନୀର AQI ୧୭୫ ଥିବାବେଳେ କଟକରେ ୧୫୫ ଥିଲା । ଯାହାକି ଗତବର୍ଷ ନଭେମ୍ବର ତୁଳନାରେ ଢେର ଅଧିକ ବୋଲି ମାନିଛି ରାଜ୍ୟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ । ଏଣେ ଏକଥା ଶୁଣି ରାଜଧାନୀବାସୀ ଛାନିଆ ହୋଇଥିବାବେଳେ ଗଭୀର ଚିନ୍ତା ପ୍ରକଟ କଲେଣି ପରିବେଶବିତ୍ । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ