""
ଓଡିଶା Videos ସେଇ ପୁରୁଣା...ବୋଥ୍ରାଙ୍କ ଜାମୁକୋଳି ଗପ..... ନବ ଦାସଙ୍କ ହତ୍ୟାକୁ ନେଇ ଉଠୁଛିପଡ଼ୁଛି ଓଡ଼ିଶା । ଆଉ ଇଏ ଦେଖନ୍ତୁ ସେହି ପୁରୁଣା ଦିନର କିଛି ଅଭୁଲା ଭିଜୁଆଲ । ଯାହାକୁ ନେଇ ନିଜେ ଅରୁଣ ବୋଥ୍ରା ବହୁତ ସୁନ୍ଦର ଜାମୁକୋଳି ଗପ କହିଥିଲେ, ଆଉ ପାଇଖାନା ଟଙ୍କିରୁ ପୁଳାପୁଳା ଚିଠି ବାହାର କରିଥିଲେ । ସେ ଗପର ଲେଖକ କିଏ ? ଆଉ ସେ କହାଣୀ ପଛର ନାୟକ କିଏ ଯାହା ଆଜି ଯାଏଁ କାହାକୁ ବି ଜଣାନାହିଁ । Pallipuspa Samal 21 Jan 2025 13:07 IST Murder Case of Naba Das Naba Das Special StoryAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ