Advertisment

ସ୍କୁଲ ଓଡ଼ିଆ, ପିଲା ବି ଓଡ଼ିଆ। କିନ୍ତୁ ଶିକ୍ଷକ ଓ ବହି ଅଭାବରୁ ଅସୁରକ୍ଷିତ ଓଡ଼ିଆ ଅସ୍ମିତା

ଓଡ଼ିଆ ସ୍କୁଲ ସତ୍ତ୍ୱେ କେବଳ ନାଁକୁ ମାତ୍ର ଚାଲିଛି ମାତୃଭାଷାରେ ଗୋଟିଏ ବିଷୟରେ ପାଠପଢ଼ା

author-image
Satyendu Shekher Mishra

ଆରୋହୀ ମହାନ୍ତି, ଓଡ଼ିଆ ଛାତ୍ରୀ । ଶ୍ରୀୟା ସାହୁ, ଓଡ଼ିଆ ଛାତ୍ରୀ । ସ୍କୁଲ ଓଡ଼ିଆ, ପିଲା ବି ଓଡ଼ିଆ। କିନ୍ତୁ ଶିକ୍ଷକ ଓ ବହି ଅଭାବରୁ ଅସୁରକ୍ଷିତ ଓଡ଼ିଆ ଅସ୍ମିତା। ଓଡ଼ିଆ ବଦଳରେ ଏଠି ଏବେ ପାଠ ପଢ଼ାର ମାଧ୍ୟମ ହିନ୍ଦୀ। ଓଡ଼ିଆ ସ୍କୁଲ ସତ୍ତ୍ୱେ କେବଳ ନାଁକୁ ମାତ୍ର ଚାଲିଛି ମାତୃଭାଷାରେ ଗୋଟିଏ ବିଷୟରେ ପାଠପଢ଼ା। ଏମିତି ସ୍ଥିତି ପଡ଼ୋଶୀ ଝାଡ଼ଖଣ୍ଡର ଓଡ଼ିଆ ବହୁଳ ଷଢ଼େଇକଳାର। ଖାଲି ଷଢ଼େଇକଳା ନୁହେଁ ବରଂ ଖରସୁଁଆ, ମଜଗାଓଁ, ଜଗନ୍ନାଥପୁର ସମେତ ରାଜ୍ୟର ଅନ୍ୟ ସମସ୍ତ ଓଡ଼ିଆ ବହୁଳ ଅଞ୍ଚଳରେ, ଏମିତି ବିପନ୍ନ ସ୍ଥିତିରେ ଓଡ଼ିଆ ଭାଷା ଓ ସାହିତ୍ୟ।

Advertisment
Advertisment
Advertisment