Advertisment

ନର୍ସଙ୍କ ମୃତଦେହ ଉଦ୍ଧାର

ସନ୍ଦେହଜନକ ଅବସ୍ଥାରେ ନର୍ସଙ୍କ ମୃତଦେହ ଉଦ୍ଧାର। କଟକ ଯୋବ୍ରାର ଏକ ଭଡ଼ାଘରୁ ଉଦ୍ଧାର କଲା ମାଲଗୋଦାମ ପୋଲିସ। ମୃତକ କଳ୍ପନା ଦାସଙ୍କ ଘର ବାଲେଶ୍ବରରେ। ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ ମୃତକ

author-image
Saroj Kumar Jena