Advertisment

ପାଞ୍ଚ ଟଙ୍କିଆ ଆହାର ନ ପାଇ ହଇରାଣ

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲର ଅଧିକାଂଶ ୱାର୍ଡ ନୂଆ କୋଠାକୁ ସ୍ଥାନାନ୍ତର ହୋଇଛି। ତେଣୁ କଲେଜ ହସ୍‌ପିଟାଲରେ ଖୋଲିଛି ଆହାର କେନ୍ଦ୍ର। ଏଠାରେ ପ୍ରତିଦିନ ହଜାର ହଜାର ରୋଗୀ ଓ ସଂର୍ପକୀୟଙ୍କ ଭିଡ ହେଉଥିବା ବେଳେ ନିଅଣ୍ଟ ହେଉଛି ଖାଦ୍ୟ।

author-image
Chinmayee Sahoo

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲର ଅଧିକାଂଶ ୱାର୍ଡ ନୂଆ କୋଠାକୁ ସ୍ଥାନାନ୍ତର ହୋଇଛି। ତେଣୁ କଲେଜ ହସ୍‌ପିଟାଲରେ ଖୋଲିଛି ଆହାର କେନ୍ଦ୍ର। ଏଠାରେ ପ୍ରତିଦିନ ହଜାର ହଜାର ରୋଗୀ ଓ ସଂର୍ପକୀୟଙ୍କ ଭିଡ ହେଉଥିବା ବେଳେ ନିଅଣ୍ଟ ହେଉଛି ଖାଦ୍ୟ।

Advertisment
Odisha Aahar Kendra
Advertisment
Advertisment