କାନ୍ଦିଲା ଆକାଶ...
ବିଚ୍ ରାସ୍ତାରେ ଚିର ନିଦ୍ରାରେ ଶୋଇ ଯାଇଛି ନବଜାତ ଶିଶୁ। ପାଖରେ ଜଗି ବସିଛନ୍ତି ଅସହାୟ ଅଜା। ଘରୋଇ ଅଲଟ୍ରାସାଉଣ୍ଡ ସଂସ୍ଥାର ସାଂଘାତିକ ତ୍ରୁଟି ସମ୍ପର୍କରେ ମୁହଁ ଖୋଲିବାକୁ ସାଙ୍ଗରେ କେହି ନାହିଁ। ଆଉ ହୃଦୟ ବିଦାରକ ଘଟଣାକୁ ଦେଖି, ସମବେଦନା ଜଣାବାକୁ ଆଜି ଆକାଶ ବି କାନ୍ଦିଛି। ଭଦ୍ରକ ସହରରେ ଆଜି ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଭୁଲ୍ ଅଲଟ୍ରାସାଉଣ୍ଡ ରିପୋର୍ଟ ପାଇଁ ଆଖି ବୁଜି ଦେଇଛି ଗର୍ଭସ୍ଥ ସନ୍ତାନ, ଆଉ ଗୁରୁତର ଅବସ୍ଥାରେ ମେଡିକାଲରେ ଜୀବନ ସହ ଯୁଝୁଛି ମାଆ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)