• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Other Videos

ଦେବୋତ୍ତର ବିଭାଗରେ କର୍ମଚାରୀ ମରୁଡ଼ି । ୧୮୯ଜଣଙ୍କ ସ୍ଥାନରେ ଅଛନ୍ତି ମାତ୍ର ୫୩ । ଯାହାର ସିଧାସଳଖ ପ୍ରଭାବ ପଡ଼ିଲାଣି ରାଜ୍ୟର ବିଭିନ୍ନ ପୁରାତନ ମଠ ଓ ମନ୍ଦିରର ପରିଚାଳନା କ୍ଷେତ୍ରରେ । କେଉଁଠି ସେବକଙ୍କୁ ପାଉଣା ମିଳୁନି ତ କେଉଁଠି ମନ୍ଦିରକୁ ଆସୁନି ରାଜସ୍ୱ । ଏ ସ୍ଥିତି ପାଇଁ ଆଇନମନ୍ତ୍ରୀ ସିଧାସଳଖ ପୂର୍ବ ସରକାରଙ୍କୁ ଦୋଷ ଦେଇଥିବାବେଳେ ଶୀଘ୍ର ପଦବୀ ପୂରଣର ମଧ୍ୟ ଦେଇଛନ୍ତି ପ୍ରତିଶ୍ରୁତି। 

Staff Shortage Hits Odisha Endowment Department