Advertisment

ଗିଫ୍ଟ ସିଟି ଢାଞ୍ଚାରେ ନ୍ୟୁ ଭୁବନେଶ୍ୱର

ବଦଳିବ କ୍ୟାପିଟାଲ ସିଟିର କଳେବର, ବଢ଼ିବ ପରିସର । ଗୁଜରାଟ ଗିଫ୍ଟ ସିଟି ଢାଞ୍ଚାରେ ନୂଆ ଭୁବନେଶ୍ୱର ତିଆରି ଲକ୍ଷ୍ୟ । ୮ଶହ ଏକର ଜାଗାରେ ଗଢ଼ା ହେବ ନୂଆ ଭୁବନେଶ୍ୱର । ସିଙ୍ଗାପୁର ସରକାରଙ୍କୁ ଦିଆଯାଇଛି DPR ଦାୟିତ୍ୱ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଧୁନିକ ରୂପରେଖକୁ ନେଇ ଉତ୍କଣ୍ଠା ।

author-image
Manasranjan Mohanty