Advertisment

ପାଇପରେ ବାଡେଇ ବିଦାକଲେ

ପାଣି ପାଇପରେ ମାଡ ମାରି ଧକ୍କା ଦେଇ ଜୋର ଜବରଦସ୍ତି ବାହାର କଲେ ଛାତ୍ରଙ୍କୁ। ବସରେ ବସାଇ କଟକ ରେଲୱେ ଷ୍ଟେସନ ନେଇ ଛାଡିଲେ। କିଟରେ B.Tech ଛାତ୍ରୀ ଜୀବନ ହାରିବା ପରେ ନେପାଳୀ ଛାତ୍ରଙ୍କୁ ହଷ୍ଟେଲରୁ ତଡିଛି କିଟ୍ ।

author-image
Sujit kumar Swain

ପାଣି ପାଇପରେ ମାଡ ମାରି ଧକ୍କା ଦେଇ ଜୋର ଜବରଦସ୍ତି ବାହାର କଲେ ଛାତ୍ରଙ୍କୁ। ବସରେ ବସାଇ କଟକ ରେଲୱେ ଷ୍ଟେସନ ନେଇ ଛାଡିଲେ। କିଟରେ B.Tech ଛାତ୍ରୀ ଜୀବନ ହାରିବା ପରେ ନେପାଳୀ ଛାତ୍ରଙ୍କୁ ହଷ୍ଟେଲରୁ ତଡିଛି କିଟ୍ ।

Advertisment
KIIT University
Advertisment
Advertisment