Advertisment

ଦେଶର ସୁରକ୍ଷା କଥା ଆସିଲେ ପୁଅ-ଝିଅ କିଛି ନାହିଁ...

ଦେଶର ସୁରକ୍ଷା କଥା ଆସିଲେ ପୁଅ-ଝିଅ କିଛି ନାହିଁ, ଆଗ ଦେଶ ତା ପରେ ଯାଇ ଝିଅ। ପୁରୀର ୟୁଟ୍ୟୁର ପ୍ରିୟଙ୍କା ସେନାପତିଙ୍କ ସହ ପାକିସ୍ତାନ ପାଇଁ ଜାସୁସି କରିଥିବା ଜ୍ୟୋତି ମଲହୋତ୍ରାଙ୍କ ଲିଙ୍କ୍ ଥିବା ଖବର ସାମ୍ନାକୁ ଆସିବା ପରେ ଏପରି କହିଛନ୍ତି ସ୍ଥାନୀୟ ଲୋକ।

author-image
Sujit kumar Swain

Pakistan
Advertisment
Advertisment