Advertisment

Mystery Blaze Sparks Panic: ବସେଇ ଉଠେଇ ଦେଉନି ନିଆଁ; ଚାହୁଁ ଚାହୁଁ ଜଳି ଯାଉଛି

ଆପେ ଆପେ ବାହାରୁଛି ଧୂଆଁ। ଦେଖୁ ଦେଖୁ ଲାଗୁଛି ନିଆଁ। ଘରେ ନିଆଁ, ବାହାରେ ନିଆଁ। ଯୁଆଡେ ଚାହିଁବ ସିଆଡେ କେବଳ ନିଆଁ। ଦାଉ ଦାଉ ହୋଇ ଜଳି ଯାଉଛି ଲୁଗାପଟା। ପୋଡି ପାଉଁଶ ହୋଇଯାଉଛି ଘରର ଆସବାବପତ୍ର। ହୁତୁ ହୁତୁ ହୋଇ ସବୁ ଜଳି ଯାଉଛି।

author-image
Deviprasad Jena
ଅଦ୍ୟତନ ହୋଇଛି

ଆପେ ଆପେ ବାହାରୁଛି ଧୂଆଁ। ଦେଖୁ ଦେଖୁ ଲାଗୁଛି ନିଆଁ। ଘରେ ନିଆଁ, ବାହାରେ ନିଆଁ। ଯୁଆଡେ ଚାହିଁବ ସିଆଡେ କେବଳ ନିଆଁ। ଦାଉ ଦାଉ ହୋଇ ଜଳି ଯାଉଛି ଲୁଗାପଟା। ପୋଡି ପାଉଁଶ ହୋଇଯାଉଛି ଘରର ଆସବାବପତ୍ର। ହୁତୁ ହୁତୁ ହୋଇ ସବୁ ଜଳି ଯାଉଛି । ମଣିଷକୁ ବି ଛାଡ଼ୁନି ଗୋଡେଇ ଗୋଡେଇ ଲାଗୁଛି ନିଆଁ । ଶୋଇଥିବା ବେଳେ କେତେବେଳେ ଶାଢ଼ୀ ଜଳିଯାଉଛି କେତେବେଳେ ଖାଇବା ବେଳେ ଜଳିଯାଉଛି କାନି । ପୁରୀ ଜିଲ୍ଲା ହାଟସାହି ପଞ୍ଚାୟତ ବଳନ୍ତସିଂହ ଦେଉଳି ଗାଁରୁ ଆସିଛି ଏଭଳି ଅଭାବନୀୟ ଘଟଣା ।

Advertisment
Odisha Fire Breaks Out Pipili Mysterious
Advertisment
Advertisment