Advertisment

Nilgiri Hospital: ମହିଳା ଡାକ୍ତରଙ୍କ ନଖ ଦେଖି...ପ୍ରତାପ ନନା କହିଲେ...

ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଜଣେ କାର୍ଯ୍ୟରତ ମହିଳା ଡାକ୍ତରଙ୍କ ନଖ ବଢ଼ିଥିବା ନେଇ ନଖଦେଖି ତାଙ୍କୁ ତାଗିଦ୍ କଲେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ। ଅନ୍ୟକୁ ଶିକ୍ଷା ଦେବା ପରିବର୍ତ୍ତେ ନିଜେ କାହିଁକି ନଖ ରଖିଛନ୍ତି ସେଥିରେ ମଇଳା ଜମୁଛି, ମୋ ନଖ ଦେଖନ୍ତୁ କେତେ ପରିଷ୍କାର ଏଭଳି କହି ମହିଳା ଡାକ୍ତରଙ୍କୁ ତାଗିଦ୍ କରିଛନ୍ତି ବାଲେଶ୍ୱର ସାଂସଦ।

author-image
Manasranjan Mohanty