Advertisment

ଭିତରକନିକାରେ ମା-ପୁଅ ନିଖୋଜ

ଭିତରକନିକା ଜଙ୍ଗଲରେ ମା’-ପୁଅ ନିଖୋଜ । ଭିତରକନିକା ଜାତୀୟ ଉଦ୍ୟାନକୁ କଙ୍କଡ଼ା ଧରିବାକୁ ଯାଇ ୬ ଦିନ ହେଲା ନିଖୋଜ ହୋଇଯାଇଛନ୍ତି । ବନ କର୍ମଚାରୀ ମା’ପୁଅଙ୍କୁ ଖୋଜାଖୋଜି କରୁଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳିନି ।

author-image
Chinmayee Sahoo

ଭିତରକନିକା ଜଙ୍ଗଲରେ ମା’-ପୁଅ ନିଖୋଜ । ଭିତରକନିକା ଜାତୀୟ ଉଦ୍ୟାନକୁ କଙ୍କଡ଼ା ଧରିବାକୁ ଯାଇ ୬ ଦିନ ହେଲା ନିଖୋଜ ହୋଇଯାଇଛନ୍ତି । ବନ  କର୍ମଚାରୀ ମା’ପୁଅଙ୍କୁ ଖୋଜାଖୋଜି କରୁଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳିନି ।

Advertisment
Bhitarkanika Mother Son Stucked
Advertisment
Advertisment