Advertisment

ପୋଲିସ କହୁଛି ତମ ପୁଅ ଡ୍ରଗ୍ସ ନିଏ କି?

ମୁଁ ପୋଲିସକୁ କହିଲି ମୋ ପୁଅକୁ ମୁଁ ପାଉନି। ସେ ମିଶିଂ ଅଛି, ମତେ ପୋଲିସ୍ ସାହାଯ୍ୟ କରିବ କଣ, ସେ କହୁଛି କି ତୁମ ପୁଅ ଡ୍ରଗ୍ସ ନିଏ କି? ରାଜଧାନୀ ଭୁବନେଶ୍ୱରରେ ଜଣେ ଛାତ୍ର ନିଖୋଜକୁ ନେଇ ତାଙ୍କ ମା ଥାନାରେ ଏତଲା ଦେଇଥିବା ବେଳେ ପୋଲିସର ବ୍ୟବହାରକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ନିଖୋଜ ଛାତ୍ର ଜଣକ ଉଦ୍ଧାର ହୋଇ ସାରିଥିବା ଜଣା ପଡ଼ିଛି।

author-image
Manasranjan Mohanty