small cow
ଦେଶର ସବୁଠୁ କୁନି ଗାଈ, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଏହି ବିରଳ ପ୍ରଜାତିର ଗାଈମାନେ ଆନ୍ଧ୍ର ପ୍ରଦେଶରେ ଦେଖାଯାଆନ୍ତି । ଏମାନେ ଧଳା, କସରା ଓ କଳାରଙ୍ଗର ହୋଇଥା’ନ୍ତି । ପୁଙ୍ଗନୁର ଦେଖିବାକୁ ଖୁବ୍ ସୁନ୍ଦର ଏବଂ ସାଧାରଣ ମଧ୍ୟ । ଏମାନଙ୍କର ୧୦ରୁ ୧୫ ସେଣ୍ଟିମିଟର ଶିଙ୍ଗ ରହିଥାଏ ।
small cow
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)