Odisha SHG Workers
SHG ମହିଳାଙ୍କ ପାଇଁ ଖୁସି ଖବର । ବିନା ସୁଧରେ ସରକାର ଦେବେ ୧୦ ଲକ୍ଷ ଟଙ୍କା । ମା’ମାନେ ନେବେ ଋଣ, ଦେବାକୁ ପଡ଼ିବନି ସୁଧ । ମହିଳା ମାନଙ୍କୁ ସଶକ୍ତ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦେଉଛନ୍ତି । ପୂର୍ବରୁ ରାଜ୍ୟ ସେରକାରଙ୍କ ପକ୍ଷରୁ SHG ମହିଳାଙ୍କୁ ସୁଧମୁକ୍ତ ଋଣ ପ୍ରଦାନ କରାଯାଇଥିଲା । ଏବେ ସେହି ସୁଧମୁକ୍ତ ଋଣ ପ୍ରଦାନ ଅବଧିକୁ ବୃଦ୍ଧି କରାଯାଇଛି । ଆଗାମୀ ବର୍ଷେ ପାଇଁ SHG ମା’ ମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)