Advertisment

ବଢୁଛି ବିଭ୍ରାଟ, ତାମସା ଦେଖୁଛି ଶ୍ରୀମନ୍ଦିର ପ୍ରଶାସନ

ମହାପ୍ରଭୁଙ୍କ ବ୍ରହ୍ମ ବିଭ୍ରାଟ । ରଥ ଉପରୁ ଖସିପଡ଼ିଲେ ବଳଭଦ୍ର । ନବକଳେବର ଦାରରୁ କାଠ ଚୋରି ! ସିଂହଦ୍ବାର ଗୁମୁଟ ଉପରୁ ଡେଇଁ କିନ୍ନରଙ୍କ ମୃତ୍ୟୁ । ଆଉ ଏବେ ଗାରଦ ଘରୁ ଚୋରି ହୋଇଗଲା ମହାପ୍ରଭୁଙ୍କ ମୋଦକ ।

author-image
Namita Biswal
ଅଦ୍ୟତନ ହୋଇଛି

ମହାପ୍ରଭୁଙ୍କ ବ୍ରହ୍ମ ବିଭ୍ରାଟ । ରଥ ଉପରୁ ଖସିପଡ଼ିଲେ ବଳଭଦ୍ର । ନବକଳେବର ଦାରରୁ କାଠ ଚୋରି ! ସିଂହଦ୍ବାର ଗୁମୁଟ ଉପରୁ ଡେଇଁ କିନ୍ନରଙ୍କ ମୃତ୍ୟୁ । ଆଉ ଏବେ ଗାରଦ ଘରୁ ଚୋରି ହୋଇଗଲା ମହାପ୍ରଭୁଙ୍କ ମୋଦକ । ଶ୍ରୀମନ୍ଦିର ବାହାର ଓ ଭିତରର ଅବ୍ୟବସ୍ଥା କଥା କହିଲେ ତାଲିକା ଆହୁରି ଅନେକ ଲମ୍ବା ହେବ । ଭକ୍ତଙ୍କୁ ସେବାୟତମାନଙ୍କ ଦୁର୍ବ୍ୟବହାର । ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡିବା । ଆଉ ଗ୍ରାହକଙ୍କୁ ଗଜା ବ୍ୟବସାୟୀଙ୍କ ଠକାମୀ  । ଏପରି ଅନେକ ଅବ୍ୟବସ୍ଥା ବିଗତ ଦିନରେ ଦେଖିଲେଣି ସାଢ଼େ ଚାରିକୋଟି ଓଡ଼ିଆ । କିନ୍ତୁ ଦେଖିପାରୁନି ଶ୍ରୀମନ୍ଦିର ପ୍ରଶାସନ, କି ପଡ଼ୁନି ନଜର ।

Advertisment
Puri Jagannath Temple Puri Rath Yatra
Advertisment
Advertisment