ପୂରଣ ହେବ ଦକ୍ଷିଣ ଓଡ଼ିଶାର ସ୍ୱପ୍ନ
ବର୍ଷ ବର୍ଷର ପ୍ରତୀକ୍ଷାର ଘଟିବ ଅନ୍ତ । ଖୁବଶୀଘ୍ର ବ୍ରହ୍ମପୁର ଏମକେସିଜି ମେଡିକାଲରେ ଆରମ୍ଭ ହେବ ଓପନ୍ ହାର୍ଟ ସର୍ଜରୀ । ଏହି ବିରଳ ଅପରେସନ ପାଇଁ ଆବଶ୍ୟକ ପ୍ରଫ୍ୟୁଜନିଷ୍ଟ୍ ବା ହୃଦରୋଗୀଙ୍କ ପାଇଁ ନିୟୋଜିତ ସ୍ବତନ୍ତ୍ର ଅପରେଟର ଏମକେସିଜିରେ ନିଯୁକ୍ତ ପରେ ଓପନ୍ ହାର୍ଟ ସର୍ଜରୀ ଆଶା ବଢିଛି । କଟକ ଏସସିବି ବଡ଼ମେଡିକାଲରୁ ଆସି ଏମକେସିଜିରେ ନିଯୁକ୍ତ ହୋଇଛନ୍ତି ପ୍ରଫ୍ୟୁଜନିଷ୍ଟ୍ । ଖୁବଶୀଘ୍ର ହୃଦ୍ ରୋଗଜନିତ ରୋଗୀଙ୍କୁ ସେବାଯୋଗାଇ ଦିଆଯିବ ବୋଲି ଏମକେସିଜି ଅଧୀକ୍ଷକ ଡା.ସୁଚିତ୍ରା ଦାଶ ସୂଚନା ଦେଇଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)