Advertisment

ୟୁଟ୍ୟୁବର ନିଖୋଜ ଘଟଣାରେ ଟ୍ବିଷ୍ଟ

ଗଂଜାମ ପୋଲସରାର ୟୁଟ୍ୟୁବର ନରେନ୍ଦ୍ର ସାହୁ ନିଖୋଜ ଘଟଣାରେ ଆସିଛି ନୂଆ ଟ୍ବିଷ୍ଟ। ଗତ ରବିବାରଠୁ ନିଖୋଜ ହୋଇଯାଇଥିବା ନରେନ୍ଦ୍ରଙ୍କ ପତ୍ତା ମିଳିଥିବା ବେଳେ ସେ ସୁରକ୍ଷିତ ଥିବା ଜଣାଯାଇଛି।

author-image
Chinmayee Sahoo

ଗଂଜାମ ପୋଲସରାର ୟୁଟ୍ୟୁବର ନରେନ୍ଦ୍ର ସାହୁ ନିଖୋଜ ଘଟଣାରେ ଆସିଛି ନୂଆ ଟ୍ବିଷ୍ଟ। ଗତ ରବିବାରଠୁ ନିଖୋଜ ହୋଇଯାଇଥିବା ନରେନ୍ଦ୍ରଙ୍କ ପତ୍ତା ମିଳିଥିବା ବେଳେ ସେ ସୁରକ୍ଷିତ ଥିବା ଜଣାଯାଇଛି।

Advertisment
Odisha Youtuber
Advertisment
Advertisment