Advertisment

ମହାଦେବ ଢାଳିଦେଲେ କରୁଣା, ଚଟାଣ ଫଟାଇ ବାହାରିଲା ଶିବଲିଙ୍ଗ !

ଫାଟିଲା ସିମେଣ୍ଟ ଚଟାଣ । ବହିଲା କ୍ଷୀର, ବାହାରିଲେ ସ୍ୱୟଂ ମହାଦେବ । ମାଟି ଫଟାଇ ଉଭାହେଲା ଶିବଲିଙ୍ଗ । ସମସ୍ତେ ତାଜୁବ, ପରିବାରର ଆଖି ସାମ୍ନାରେ ଘଟୁଥିଲା ଅଲୌକିକ ଘଟଣା । କୁହାଯାଏ ଭଗବାନଙ୍କ ବିନା ନିର୍ଦ୍ଦେଶରେ ପତ୍ରଟିଏ ବି ହେଲେନି । ତାଙ୍କ ବିନା କିଛି ବି ହୁଏନି ।

author-image
Namita Biswal

ଫାଟିଲା ସିମେଣ୍ଟ ଚଟାଣ ।  ବହିଲା କ୍ଷୀର, ବାହାରିଲେ ସ୍ୱୟଂ ମହାଦେବ । ମାଟି ଫଟାଇ ଉଭାହେଲା ଶିବଲିଙ୍ଗ । ସମସ୍ତେ ତାଜୁବ, ପରିବାରର ଆଖି ସାମ୍ନାରେ ଘଟୁଥିଲା ଅଲୌକିକ ଘଟଣା । କୁହାଯାଏ ଭଗବାନଙ୍କ ବିନା ନିର୍ଦ୍ଦେଶରେ ପତ୍ରଟିଏ ବି ହେଲେନି । ତାଙ୍କ ବିନା କିଛି ବି ହୁଏନି । ସେ କେଉଁଠି ଦର୍ଶନ ଦେବେ କେଉଁଠି ଆବିର୍ଭାବ ହେବେ କେବଳ ତାଙ୍କୁ ହିଁ ଜଣା । ପବିତ୍ର ଶୀତଳଷଷ୍ଠୀ ପାଇଁ ପ୍ରଭୁ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ପ୍ରସ୍ତୁତି ଚାଲିଥାଏ । ମହାପ୍ରଭୁଙ୍କ ବାହାଘର ପାଇଁ ସମସ୍ତଙ୍କ ମନରେ ଥାଏ ଭକ୍ତିଭାବ । ହେଲେ ହଠାତ୍‌ ରାତି ୧୨ଟାବେଳେ ମହାପ୍ରଭୁଙ୍କ ଏ ଆବିର୍ଭାବ ପୂରା ଅଞ୍ଚଳରେ ଭକ୍ତିଭରା ପରିବେଶ ସୃଷ୍ଟି କରିଥିଲା । 

Advertisment
Bolangir Shiva Lingam
Advertisment
Advertisment