minor
#ନାବାଳକ_ଶରୀରରେ_ପଶିଗଲା_ଗ୍ରୀଲ୍
ମୁନିଆ ଲୁହା ଗ୍ରୀଲ୍ ଉପରେ ଖସିପଡ଼ିଲା ୧୩ ବର୍ଷର ନାବାଳକ । ଛାତକୁ ନିଜ ଡ୍ରେସ୍ ଆଣିବାକୁ ଯାଇଥିବା ବେଳେ ଗ୍ରୀଲ୍ ଉପରେ ଖସିପଡ଼ିଥିବା ସୂଚନା ମିଳିଛି । ପିଲାଟିକୁ ସେକ୍ରେଟେରିଏଟ୍ ଫାୟାର ଷ୍ଟେସନ ଟିମ୍ ଗ୍ରୀଲ୍ କାଟି ଉଦ୍ଧାର କରିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)