Minister In Angry Mood
ମନ୍ତ୍ରୀ କହିଲେ ସମସ୍ତଙ୍କୁ ସସପେଣ୍ଡ୍ କର। ଜଣେ ମହିଳା ନିଜ ଦୁଃଖ କହିବାକୁ ବାରମ୍ବାର ଆସୁଥିବା ବେଳେ, କାହିଁକି ତାଙ୍କ କାମ ହୋଇନି ବୋଲି ମନ୍ତ୍ରୀ ପଚାରିଲେ। ପ୍ରଚଣ୍ଡ ରାଗରେ କହିଲେ ଡାକ ସମସ୍ତଙ୍କୁ, ଏଠି ଗୋଟେ ତାମସା ଚାଲିଛି ! ସମସ୍ତଙ୍କୁ ସସପେଣ୍ଡ୍ କର ! ଏ ହେଉଛି ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକରେ ଜନ ଅଭିଯୋଗ ଶୁଣାଣୀ ଚାଲିଥିବା ବେଳର ଦୃଶ୍ୟ। ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଆଜି ପୁରା ଗରମ ମିଜାଜ ରେ ଦେଖିବାକୁ ମିଳିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)