Special Story: Bhubaneswar to Transform: Metro Trains and Multi-Lane Roads to Redefine the City
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Special Story: Bhubaneswar to Transform: Metro Trains and Multi-Lane Roads to Redefine the City
ଏମିତି ଦିଶିବ ଆମ ଭୁବନେଶ୍ୱର... ବଦଳିଯିବ ରୂପ ରେଖ । ବଦଳିଯିବ ସମ୍ପୂର୍ଣ୍ଣ ସହରର ଢ଼ାଞ୍ଚା । ଛୁକ୍ ଛୁକ୍ କରି ଗଡ଼ିବ ମେଟ୍ରୋ । ଆଉ ମଝିରେ ତିଆରି ହୋଇଥିବା ଫୋର ଲେନରେ ଚାଲିବ ଗାଡ଼ି । ଆଉ ତା’ ତଳକୁ ପୁଣି ନିର୍ମାଣ ହେବ ସିକ୍ସ ଲେନ୍ ରାସ୍ତା । ନା ରହିବ ଟ୍ରାଫିକ୍ ଝିଞ୍ଝଟ । ନା ଆଉ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଆଉ ଅପେକ୍ଷା କରିବାକୁ ପଡ଼ିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)