Special Story: Medical Negligence at Bhadrak Clinic Leads to Fetal Death and Mother\'s Critical
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Special Story: Medical Negligence at Bhadrak Clinic Leads to Fetal Death and Mother\'s Critical
ଢ଼ୁ ଢ଼ୁ ଢାଳୁଛି ବର୍ଷା । ହାତରେ ଛତା ଧରି ଏ ବୁଢ଼ା ଅଜା ନ୍ୟାୟ ମାଗୁଛି । ସରିଯାଇଛି ସବୁ କିଛି, ସବୁ ଖୁସି ମାଟିରେ ମିଶିଯାଇଛି । ଝିଅ ଗର୍ଭରୁ ଜନ୍ମ ନେବାକୁ ଥିବା ନାତି ଟୋକାଟା ଆଜି ରାସ୍ତାରେ ମରି ଶୋଇଛି । ଆଉ ସେପଟେ ମେଡିକାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛି ଝିଅ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)