flood
ବୈତରଣୀ ନଦୀର ଶାଖା କାଣୀ ନଦୀରେ ସୃଷ୍ଟି ହୋଇଛି ୨୦ ଫୁଟର ଘାଇ। ଦଶରଥପୁର ବ୍ଲକ କସପା ପଞ୍ଚାୟତ ଆହିୟାସ ମୁସଲିମ ସାହି ଦରଘା ନିକଟରେ ୩୦ ଫୁଟରୁ ଅଧିକ ଗଭୀର ଘାଇ ସୃଷ୍ଟି ହୋଇଛି। ବୈତରଣୀ ନଦୀରେ ବିପଦ ସଂକେତ ଉପରେ ପାଣି ପ୍ରବାହିତ ହେଉଥିବାରୁ ଏହି ଘାଇ ସୃଷ୍ଟି ହୋଇଛି। ଏହାରି ପ୍ରଭାବ ଅହିୟାସ ମଲ୍ଲିକାପୁର, କସପା, ମହାନ୍ତି ପାଟଣା ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)