Advertisment

ସାରା ଗାଁକୁ କନ୍ଦାଇ ବିଦାୟ ନେଲେ ବୀର ଯବାନ

୨ ଦିନ ତଳେ ବାପା ଫୋନ କରିଥିଲେ , ମୁଁ ଫୋନ ଉଠାଇ ନଥିଲି କହି ଭୋ ଭୋ ହୋଇ କାନ୍ଦୁଛନ୍ତି ରାଜ କିଶୋରଙ୍କ ବଡ ଝିଅ। ବାପାଙ୍କ କଥା ମନେ ପକାଇ କହୁଛି ମୁଁ ଭାବୁଥିଲି ତାଙ୍କ କଥା । କାହିଁ କି କଥା ହେଲିନି କହି ମନକୁ ବୁଝାଉଛି ନିଜେ ନିଜେ ।

author-image
Namita Biswal
ଅଦ୍ୟତନ ହୋଇଛି

୨ ଦିନ ତଳେ ବାପା ଫୋନ କରିଥିଲେ , ମୁଁ ଫୋନ ଉଠାଇ ନଥିଲି କହି ଭୋ ଭୋ ହୋଇ କାନ୍ଦୁଛନ୍ତି ରାଜ କିଶୋରଙ୍କ ବଡ ଝିଅ। ବାପାଙ୍କ କଥା ମନେ ପକାଇ କହୁଛି ମୁଁ ଭାବୁଥିଲି ତାଙ୍କ କଥା । କାହିଁ କି କଥା ହେଲିନି କହି ମନକୁ ବୁଝାଉଛି ନିଜେ ନିଜେ । ସାନ ଭଉଣୀର ଦେହ ଭଲ ନାହିଁ। କେମିତି ତାର ଚିକିତ୍ସା ହେବ ସେ ଚିନ୍ତା ଏବେ ମାଆ ଉପରେ । ସମସ୍ତଙ୍କ ବୋଝ କେମିତି ମୋ ମାଆ ନେବ।  

Advertisment
Odisha Odia Jawans Martyred
Advertisment
Advertisment