Advertisment

ସୁଭଦ୍ରା ଯୋଜନାରେ ଆବେଦନର ଆସିଲା ଡେଡ୍ ଲାଇନ୍

ଓଟିଭିରେ ଖବର ସାରଣ ପରେ ମାଲକାନଗିରି ବଣ୍ଡା ଘାଟି ଯାଇ ସରକାରୀ ଅଧିକାରୀ, ହିତାଧିକାରୀଙ୍କ ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।

author-image
Satyendu Shekher Mishra

ସୁଭଦ୍ରା ଯୋଜନାରେ ଆବେଦନର ଆସିଲା ଡେଡ୍ ଲାଇନ୍ । ଆସନ୍ତା ବର୍ଷ ମାର୍ଚ୍ଚ ୭ ସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ ଆବେଦନକାରୀ। ମାର୍ଚ୍ଚ ୮ରେ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା। ଆଜି ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏଥିସହ ଓଟିଭିରେ ଖବର ସାରଣ ପରେ ମାଲକାନଗିରି ବଣ୍ଡା ଘାଟି ଯାଇ ସରକାରୀ ଅଧିକାରୀ, ହିତାଧିକାରୀଙ୍କ ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।

Advertisment
Advertisment
Advertisment