Subhadra Yojana
ସହାୟତା ପାଇବାକୁ ଯୋଗ୍ୟତା ଥାଇ ବି, ଏଯାଏଁ ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି କି ? ଆପଣଙ୍କ ହାତରେ ଆଉ କେବଳ ମାସେ ସମୟ। ମାର୍ଚ୍ଚ ୩୧ ହେଉଛି ଏଇଥର ପାଇଁ ସୁଭଦ୍ରା ଆବେଦନର ଶେଷ ତାରିଖ। ମାର୍ଚ୍ଚ ୩୧ ଭିତରେ ଯେଉଁମାନେ ଆବେଦନ କରିବେ, ସେମାନେ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ଏକାଥରେ ୩ଟି ଯାକ କିସ୍ତିର ଟଙ୍କା ପାଇବେ। କୋଟିଏ ମହିଳାଙ୍କୁ ସୁଭଦ୍ରା ସହାୟତା ଦେଇ ଆସନ୍ତା ୬ ତାରିଖରେ ରାଜ୍ୟ ସରକାର ଇତିହାସ ସୃଷ୍ଟି କରିବାକୁ ଯାଉଥିବା ବେଳେ, ୮ରେ ମହିଳାଙ୍କୁ ମିଳିବ ଦ୍ବିତୀୟ କିସ୍ତି ଟଙ୍କା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)